କାଦୁଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ଢେଙ୍କାନାଳ(କେନ୍ୟୁଜ୍): କାଦୁଅରେ ପଡି ଚାଲିଗଲା ହାତୀର ଜୀବନ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳିକ ଗାଁ ଜରିତଇଳା ନିକଟରେ ପୋଖରୀ ଭିତରୁ ଛୁଆ ହାତୀର ମୃତଦେହ ଉଦ୍ଧାର। ମୃତ ହାତୀର ବୟସ ପ୍ରାୟ ୪ ବର୍ଷ ହେବ।

ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ହାତୀ ରହୁଥିବାରୁ ସଂଘର୍ଷ କାରଣରୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁ ନେଇ ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.