Browsing Tag

elephant death case

ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ୩ ଶିକାରୀ ଗିରଫ

ବାଲିଗୁଡା: ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ୩ ଶିକାରୀ ଗିରଫ । ଗିରଫ ଅଭିଯୁକ୍ତ ଝିରିପାଣି ଗାଁର କ୍ଷମା ପାତ୍ର, ବୃଷଭ ପାତ୍ର ଓ ଗୋକୁଳ ପାତ୍ର । ଗତ ଜାନୁଆରୀ ୪ ତାରିଖରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଅଭିଯୁକ୍ତ । ବିଦ୍ୟୁତ ତାର…

ମୃତହାତୀକୁ ଗାଏବ ଘଟଣାରେ ବଡ଼ ସଫଳତା, ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତଦେହ

କନ୍ଧମାଳ: ଚାଲିଛି ଅବାଧ ହାତୀ ଶିକାର । କନ୍ଧମାଳରେ ମୃତ, କଳାହାଣ୍ଡିରେ ମୃତଦେହ । କନ୍ଧମାଳ ଜିଲ୍ଲାର ବହୁ ଚର୍ଚ୍ଚିତ ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତହାତୀକୁ ଗାଏବ ଘଟଣାରେ ବଡ଼ ସଫଳତା । କେସିଙ୍ଗା ତହଁସିର ଯୋଜନା ନିକଟରୁ ମିଳିଲା ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ।…

ବନବିଭାଗ କର୍ମଚାରୀଙ୍କ ବେପରୁଆ ମନୋଭାବ ନା ଆଉ କିଛି? ପୁଣି ଗଲା ଦନ୍ତାର ଜୀବନ

ପାଟଣାଗଡ଼: ଓଡିଶାରେ ସଙ୍କଟରେ ଗଜରାଜ । ଅକାଳରେ ଟଳି ପଡୁଛନ୍ତି ଗଜରାଜ । ଦିନକୁ ଦିନ ବଢ଼ି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । ଜନସାଧାରଣରେ ଜୋର ଧରୁଛି ଚର୍ଚ୍ଚା । ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ କର୍ମଚାରୀ କରୁଛନ୍ତି କି ଅବହେଳା? ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ମଧ୍ୟରେ…

ବିଦ୍ୟୁତ ଆଘାତରେ ଚାଲିଗଲା ହାତୀର ଜୀବନ, ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ଜାରି

ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଝାଙ୍କରବାହାଲି ଗ୍ରାମରେ ବିଦ୍ୟୁତ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ଝାଙ୍କରବାହାଲି ଗ୍ରାମକୁ ଏକ ମାଈ ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିଲା । ଏହି ସମୟରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇ ହାତୀ ଟି…

ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି, ଉଦବେଗ୍‌ ପ୍ରକାଶ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍‌) : ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ୨ ମାସ ଭିତରେ ୧୮ ଟି ହାତୀଙ୍କର ହୋଇଛି ମୃତ୍ୟୁ। ହାତୀ ଆକ୍ରମଣରେ ୮ ଜଣ ମଣିଷଙ୍କର ମୃତ୍ୟ ହୋଇଛି। ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କଲେ ଜଏଣ୍ଟ ଟାସ୍କ ଫୋର୍ସ। ଏହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ।…

ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ, ଫରେଷ୍ଟରଙ୍କ ସହ ୩ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟରଙ୍କ ସହ ୩ଜଣଙ୍କୁ ଗିରଫ କରିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଫରେଷ୍ଟର ହେଲେ ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ…

ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ । ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି…

ଶିକାରୀର ବିଦ୍ୟୁତ୍ ଫାଶ ହେଲା କାଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜ ଜଗନ୍ନାଥପୁର ଆମ୍ବ ବଗିଚା ଗଲା ଦନ୍ତାର…

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବ ବଗିଚାରେ ଅଭାବନୀୟ ଘଟଣା।  ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଶି ଗଲା ଦନ୍ତାର ଜୀବନ। ଖାଦ୍ୟ ଅନ୍ୱେଷଣରେ ଆସିଥିବା ସମୟରେ ଦନ୍ତାଟି ଉକ୍ତ ଫାସରେ ଫସି ଯାଇଥିଲା। ତେବେ ବହୁ ସଂଘର୍ଷ…

କାଦୁଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ଢେଙ୍କାନାଳ(କେନ୍ୟୁଜ୍): କାଦୁଅରେ ପଡି ଚାଲିଗଲା ହାତୀର ଜୀବନ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳିକ ଗାଁ ଜରିତଇଳା ନିକଟରେ ପୋଖରୀ ଭିତରୁ ଛୁଆ ହାତୀର ମୃତଦେହ ଉଦ୍ଧାର। ମୃତ ହାତୀର ବୟସ ପ୍ରାୟ ୪ ବର୍ଷ ହେବ। ଏହି ଅଞ୍ଚଳରେ…

ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣା, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୩ ଅଟକ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଛି ବନ ବିଭାଗ । ରିପୋର୍ଟ ଆସିବା ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉତ୍ତର-ଘୁମୁସର ବନଖଣ୍ଡର ବେଲଗୁଣ୍ଠା ସେକ୍ସନ କନ୍ଧନୂଆଁ ପଲ୍ଲୀ ଗାଁ ନିକଟରେ…

ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ହେବ ଆହୁରି କଡା କାର୍ଯ୍ୟାନୁଷ୍ଠାନ, SIT ଗଠନ ହୋଇ ଚାଲିଛି ତଦନ୍ତ : ମନ୍ତ୍ରୀ ପ୍ରଦୀପ…

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବଢିି ଚାଲିଛି ହାତୀ ମୃତ୍ୟୁ । ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ହେବ । ଏହା ଭିତରେ SIT ଗଠନ ହୋଇ ତଦନ୍ତ ଚାଲିଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ…

କମିବ କ’ଣ ବଢି ଚାଲିଛି ମୃତ୍ୟୁ ସଂଖ୍ଯା, ସାତକୋଶିଆ କୁଶଖଲି ଜଙ୍ଗଲରେ ପୁଣି ଆଖିବୁଜିଲା ଚିକିତ୍ସାଧୀନ ହାତୀ

ଅନୁଗୁଳ(କେନ୍ୟୁଜ): ସାତକୋଶିଆରେ ପୁଣି ଏକ ହାତୀର ମୃତ୍ୟୁ। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ କୁଶଖଲି ଜଙ୍ଗଲରେ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହାତୀର ବୟସ ଆନୁମାନିକ ୫ ବର୍ଷ ହେବ। ଅସୁସ୍ଥ ହାତୀଟିର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର…