ପୋଖରୀରେ କୁମ୍ଭୀର, ମାଛ ଘେରିରୁ ଧରିଲେ ଗାଁଲୋକ

ମାଛରେ ମାଛ ବଦଳରେ ଜାଲରେ ପଡିଲା କୁମ୍ଭୀର । କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ରାଜନଗର ପେଣ୍ଠ- ଖଣ୍ଡମରା ରାସ୍ତା ନିକଟରେ ଥିବା ପୋଖରୀରୁ କୁମ୍ଭୀରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ ।

ରାଜନଗର( କେନ୍ୟୁଜ): ମାଛ ବଦଳରେ ଜାଲରେ ପଡିଲା କୁମ୍ଭୀର । କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ରାଜନଗର ପେଣ୍ଠ- ଖଣ୍ଡମରା ରାସ୍ତା ନିକଟରେ ଥିବା ପୋଖରୀରୁ କୁମ୍ଭୀରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ ।

ଖବର ଅନୁଯାୟୀ ପୋଖରୀରେ ଫାଶ ବସେଇ ଥିବା ବେଳେ ପେଣ୍ଠ ମାଛ ଘେରିରୁ କୁମ୍ଭୀରକୁ ଧରିଲେ ଗାଁଲୋକ। ରାଜନଗର ପେଣ୍ଠ- ଖଣ୍ଡମରା ରାସ୍ତା ନିକଟରେ ଥିବା ପୋଖରୀରୁ କୁମ୍ଭୀରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ମାଛ ଘେରିରେ ପୋଖରୀ ଥିବା ଜଣାପଡିବା ପରେ ଫାଶ ବସେଇ ଧରିଥିଲେ । ବନବିଭାଗ କର୍ମଚାରୀ କୁମ୍ଭୀରକୁ ନେଇ ବାଉଁଶଗଡ ନଦୀରେ ଛାଡ଼ି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.