ବାଡ଼ି ପୋଖରୀରୁ ୭ ଫୁଟ୍ ଲମ୍ବର କୁମ୍ଭୀର ଉଦ୍ଧାର, ବନ୍ୟା ପାଣିରେ ପଳାଇ ଆସିଥିବା ଅନୁମାନ
ରାଜନଗର : ୭ ଫୁଟ ଲମ୍ବର ମାଇ ବଉଳା କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଏଣ୍ଡୁଳାପୁର ଗାଁ ପୋଖରୀରୁ ୭ଫୁଟ ଲମ୍ବର ମାଇ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ଗାଁର ଦିବାକର ସେଠୀଙ୍କ ପୋଖରୀରେ ପଶିଥିଲା କୁମ୍ଭୀର । ଏନେଇ ରାଜନଗର ବନବିଭାଗକୁ ଖବର ଦେଇଥିଲେ ଦିବାକର । ଘଟଣାସ୍ଥଳରେ…