ବିଟ୍‌ କଏନ୍‌ ଟଙ୍କା ଲଗାଇ ୧୧ ଲକ୍ଷ ହରାଇଲେ ଡାକ୍ତର

ଆଳି (କେନ୍ୟୁଜ୍‌) : ସାଇବର ଠକେଇର ଶିକାର ହେଲେ ଜଣେ ଡାକ୍ତର। ବିଟ୍‌ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ବଡ଼ ଠକାମୀର ଶିକାର ହୋଇଛନ୍ତି। ଡାକ୍ତର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବଡ଼ଆମ୍ବିଳା ଗାଁର ବାଦଲ ମହାନ୍ତି।

BITCOIN-2

ସେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଛନ୍ତି। ଠାକମୀର ଶିକାର ହେବା ପରେ ସେ କଟକ କ୍ରାଇମବ୍ରାଞ୍ଚର ସାଇବର ସେଲରେ ଅଭିଯୋଗ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.