Browsing Tag

rajkanika

ହସ୍ପିଟାଲରେ ମିଳିଲାନି ବେଡ୍ : ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ବାହାରେ ଗଡୁଛନ୍ତି ମହିଳା

ଆଳି (କେନ୍ୟୁଜ ): ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ବେଡ୍ ବଦଳରେ ମେଡିକାଲ ଚଟାଣରେ ଶୋଇଲେ ମହିଳା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଫ୍ୟାମିଲ ପ୍ଲାନିଙ୍ଗ ଅପରେସନ ପାଇଁ…

ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି ରାଜକନିକା ବ୍ଲକରେ ୬୦୦ବର୍ଷର କନିକା ରାଜ ମେଲଣ

ରାଜକନିକା(କେନ୍ୟୁଜ):କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ୬୦୦ବର୍ଷର କନିକା ରାଜ ମେଲଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି । ପାଞ୍ଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଲଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଲଣ ଉତ୍ସବର ଶେଷ ଦିନରେ କନିକା ରାଜପ୍ରସାଦ ଆଗରେ ରାଜମେଲଣ…

ସ୍ୱାମୀର ଚିତା ଲିଭିନଥିବା ବେଳେ ପତ୍ନୀ ପ୍ରେମିକର ହାତଧରି ଚାଲିଯିବା ଘଟଣା: ପ୍ରେମୀ ଯୁଗଳ ଗିରଫ

ରାଜକନିକା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗାଁରେ ଅବୈଧ ପ୍ରେମ ସମ୍ପର୍କରୁ ପୂଜକ ରଙ୍ଗାଧର ଦାସ ହତ୍ୟାକାଣ୍ଡ ଘଟଣାରେ ପତ୍ନୀଙ୍କ ସହ ପ୍ରେମିକ ଗିରଫ। ହତ୍ୟାଅଭିଯୋଗରେ ପତ୍ନୀ ରତ୍ନମଣି ଦାସ ଓ ତାଙ୍କ ପ୍ରେମିକ ଆସିତ ଶତପଥୀଙ୍କୁ  ଯାଜପୁରରୁ ରାଜକନିକା…

କେନ୍ଦ୍ରାପଡା: କନିକା ତହସିଲରେ ଜମି ଜାଲିଆତି, ଗୋଟିଏ ମିୟୁଟେସନ ନମ୍ବରରେ ଦୁଇଜଣଙ୍କର ଦାଖଲ ଖାରଜ ହେଲା କେମିତି?

ଆଳି(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା କନିକା ତହସିଲରେ ଜମି ଜାଲିଆତି। ରକ୍ଷକ ହୋଇ ଭକ୍ଷକ ସାଜିଲେ ତହସିଲଦାର ଓ ତାଙ୍କ କର୍ମଚାରୀ।ମୃତ ବ୍ଯକ୍ତିଙ୍କ ଜମିକୁ ଅନ୍ଯଜଣଙ୍କୁ ପଟ୍ଟା କରିଦେଇଥିବାର ଅଭିଯୋଗ। କନିକା ତହସିଲ ଅଧିନସ୍ଥ ମଦରଙ୍ଗାପାଟ ମୌଜ଼ାର ଖତିୟାନ ନମ୍ବର-୮୬ରେ ନରହରି ବେହେରା…

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ୧୪୪ ଧାରା, ୨୨ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ

ରାଜନଗର(କେନ୍ଯୁଜ୍): ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ୧୪୪ ଧାରା। ମୁତୟନ ହୋଇଛନ୍ତି ୨୨ ପ୍ଲାଟୁନ୍‌ ପୋଲିସ ଫୋର୍ସ। ପୋଲିସ ଛାଉଣୀ ମଧ୍ୟରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ରାଜକନିକା ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ଯିବ ପାଣି। ୮୦୦କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ…

ବିଟ୍‌ କଏନ୍‌ ଟଙ୍କା ଲଗାଇ ୧୧ ଲକ୍ଷ ହରାଇଲେ ଡାକ୍ତର

ଆଳି (କେନ୍ୟୁଜ୍‌) : ସାଇବର ଠକେଇର ଶିକାର ହେଲେ ଜଣେ ଡାକ୍ତର। ବିଟ୍‌ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ବଡ଼ ଠକାମୀର ଶିକାର ହୋଇଛନ୍ତି। ଡାକ୍ତର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବଡ଼ଆମ୍ବିଳା ଗାଁର ବାଦଲ ମହାନ୍ତି। ସେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର…

ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ ରାଜକନିକା ଥାନାର ଏଏସଆଇ ବୈଷ୍ଣବ ଚରଣ ବେହେରା 

କେନ୍ୟୁଜ୍(ବ୍ୟୁରୋ):  ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ରାଜକନିକା ଥାନାର ଏସଆଇ  ବୈଷ୍ଣବ ଚରଣ ବେହେରା  ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଗୋକନେଶ୍ୱରର୍ପୂର ଗାଁ ର ଦିବାକର ସେଠୀଙ୍କ ପରିବାର ନାମରେ…