ଲକ୍‌ଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର, ଖାଇବା ବଦଳରେ ଲୋକେ ନେଇ ପାରିବେ ପାର୍ସଲ୍

ଭୁବନେଶ୍ବର: ଲକ୍‌ଡାଉନ ସମୟରେ ଆହାର କେନ୍ଦ୍ର ଖୋଲା ରହିବ। ଜନସାଧାରଣ ହିତକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ର ଖୋଲା ରଖାଯିବ । ଗହଳି କମାଇବା ପାଇଁ ଏଠାରେ ଖାଇବା ବଦଳରେ ଲୋକେ ପାର୍ସଲ ନେଇ ପାରିବେ।

କେତେ ଲୋକ ସାଙ୍ଗରେ ଖାଦ୍ୟ ନେଉଛନ୍ତି ତାର ହିସାବ ରଖିବା ସହ ଲକ୍‌ଡାଉନ ସମୟରେ ଖାଦ୍ୟ ଯେପରି ନଷ୍ଟ ନ ହୁଏ ତାକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତତ କରିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.