ଗଞ୍ଜାମ: କାର୍ ଧକ୍କାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ଗଞ୍ଜାମ: ଗଞ୍ଜାମରେ ମର୍ମନ୍ତୁଦ ଦୁର୍ଘଟଣା। କାର ଧକ୍କାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଫାପଲପଲ୍ଲୀ ଗାଁର ଧନୁର୍ଧର ସ୍ୱାଇଁ ।

ମିଳିଥିବା ଖବର ମୁତାବକ ଧନୁର୍ଧର ବାଇକ୍‌ରେ ଆସୁଥିବା ସମୟରେ ଦ୍ରୁତଗତି ହଠାତ୍ କାରଟି ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେଠାରେ ହିଁ ଧନୁର୍ଧରଙ୍କର ପ୍ରାଣ ଚାଲିଯାଇଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.