Below header

ଅଭିନେତା ବାବୁସାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଉତ୍ତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ

ଅଭିନେତା ବାବୁସାନ୍‌ ମହାନ୍ତିଙ୍କ କାର ଧକ୍କାରେ ଜଣେ ଗୁରୁତର ଆହତ । ଭୁବନେଶ୍ୱର ସାଁଆପୁରରେ ବାବୁଶାନଙ୍କ କାର ଧକ୍କାରେ ରଞ୍ଜନ ନାଏକ ନାମକ ଜାଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରଞ୍ଜନଙ୍କ ଦୁଇ ଗୋଡ ଭାଙ୍ଗିଛି । ପ୍ରତିବାଦରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିବା ସହ ଦୁର୍ଘଟଣା କରିଥିବା ଗାଡିକୁ ଅଟକ ରଖିଛନ୍ତି । ତେବେ ଦୁର୍ଘଟଣା ପରେ ବାବୁସାନଙ୍କ ଡ୍ରାଇଭା ଫେରାର ଅଛନ୍ତି । ନିଶାଶକ୍ତ ଅବସ୍ଥାରେ ସେ ଗାଡି ଚଲାଉଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଘଟଣାସ୍ଥଳରେ ଉତେଜନା ଲାଗିରହିଥିବାରୁ ପୋଲିସ ଫର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.