Below header

ଢେଙ୍କାନାଳ: ଜିଲ୍ଲାପାଳ ସାଜିଲେ ଶିକ୍ଷକ, ସ୍କୁଲରେ ପିଲାଙ୍କୁ ପଢାଇଲେ ପାଠ

ସ୍କୁଲ ଯାଇ ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ । ଏଥିସହ ସ୍କୁଲ ପରିସରରେ ଗଛ ଲଗାଇଥିଲେ । ପିଲାଙ୍କୁ ପାଠ ପଢ଼ାଇ ବହୁତ ଖୁସି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.