Below header

ରାତି ୧୦ଟା ପରେ ଫୁଟିବନି ବାଣ, ଟୁଇନ ସିଟିରେ ବାଣ ଫୁଟାଇବା ସମୟ ନିର୍ଦ୍ଧାରଣ

ରାତି ୧୦ଟା ପରେ ଫୁଟିବନି ବାଣ । ଟୁଇନ ସିଟିରେ ବାଣ ଫୁଟାଇବା ସମୟ ନିର୍ଦ୍ଧାରଣ କରିଛି କମିଶନରେଟ ପୋଲିସ । ଦିପାବଳୀରେ କଟକ ଓ ଭୁବନେଶ୍ବରରେ ରାତି ୧୦ଟା ଯାଏ ଅନୁମତି ଦିଆଯାଇଛି । ତାପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

ରାତି ୧୦ଟା ପରେ ଫୁଟିବନି ବାଣ । ଟୁଇନ ସିଟିରେ ବାଣ ଫୁଟାଇବା ସମୟ ନିର୍ଦ୍ଧାରଣ କରିଛି କମିଶନରେଟ ପୋଲିସ । ଦିପାବଳୀରେ କଟକ ଓ ଭୁବନେଶ୍ବରରେ ରାତି ୧୦ଟା ଯାଏ ଅନୁମତି ଦିଆଯାଇଛି । ତାପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

ସେହିପରି ୧୨୫ ଡେସିବିଲଠାରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ଅପିଲ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ବେଆଇନ ବାଣ ଫୁଟାଇବା ରୋକିବା ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.