Browsing Tag

firecrackers

ବାଣ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଣ ଦୋକାନରେ ଲାଗିଲା ନିଆଁ । ଝାଡଖଣ୍ଡର ବୋକାରୋ ଜିଲ୍ଲାରେ ବାଣ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ଘଟିଛି । ବୋକାରୋର ଗରଗା ପୋଲ ନିକଟରେ ଥିବା ବାଣ ବଜାରରେ ଅଚାନକ ନିଆଁ ଲାଗିବା ପରେ ବାଣଗୁଡିକ ଫୁଟିଥିଲା । ଜୀବନ ବଞ୍ଚାଇବାକୁ ବାଣ ଦୋକାନୀ ଓ ଗ୍ରାହକମାନେ ଦୌଡିଥିଲେ ।…

ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି, ସିରିଜ ବାଣ ଫୁଟାଇବା ମନା

ଭୁବନେଶ୍ୱର : ଦୀପାବଳିରେ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି । ସିରିଜ ବାଣ ଫୁଟାଇବା ମନା । ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗାଇଡଲାଇନ ଜାରି କରିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ…

୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ

ରାଉରକେଲା :  ରାଉରକେଲାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ । ପ୍ରାୟ ୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ।  ବିନା ଲାଇସେନ୍ସରେ ବେଆଇନ ଭାବେ ବାଣ ମହଜୁଦ ରଖିବା ଅଭିଯୋଗରେ ଜଣକୁ ଅଟକ ରଖାଯାଇଛି । ଏକ ଘରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ନେଇ…

ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି। ପୁରୀ ର ଜମ୍ବେଶ୍ୱର ମନ୍ଦିର, ଲୋକନାଥ ଦେବ ମନ୍ଦିର,…

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ମୃତ୍ୟୁ ସଂଖ୍ୟା ୯ଥିବା ବେଳେ ଆଜି ଆଉ ଚାରିଜଣଙ୍କର ମୃତ୍ୟୁ ହୋଇଛି…

ରାତି ୧୦ଟା ପରେ ଫୁଟିବନି ବାଣ, ଟୁଇନ ସିଟିରେ ବାଣ ଫୁଟାଇବା ସମୟ ନିର୍ଦ୍ଧାରଣ

ରାତି ୧୦ଟା ପରେ ଫୁଟିବନି ବାଣ । ଟୁଇନ ସିଟିରେ ବାଣ ଫୁଟାଇବା ସମୟ ନିର୍ଦ୍ଧାରଣ କରିଛି କମିଶନରେଟ ପୋଲିସ । ଦିପାବଳୀରେ କଟକ ଓ ଭୁବନେଶ୍ବରରେ ରାତି ୧୦ଟା ଯାଏ ଅନୁମତି ଦିଆଯାଇଛି । ତାପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ୧୨୫ ଡେସିବିଲଠାରୁ ଅଧିକ ଶବ୍ଦ କରୁଥିବା ବାଣ…

କେବଳ ୨ ଘଣ୍ଟା ହିଁ ଫୁଟାଇ ପାରିବେ ବାଣ, ଆଦେଶ ଦେଲେ ହାଇକୋର୍ଟ; ଜାଣନ୍ତୁ ଟାଇମିଂ

ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବାର ସମୟ ଆହୁରି କମ୍‌ କରି ଦିଆଯାଇଛି। ମୁମ୍ବାଇ ହାଇକୋର୍ଟ ଏବେ କେବଳ ରାତି ୮ଟାରୁ ୧୦ଟା ମଧ୍ୟରେ ହିଁ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାର ଅନୁମତି ଥିଲା। ମୁମ୍ବାଇର ବାୟୁ…

ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଅଟକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଲକ୍ଷାଧିକ ଟଙ୍କାର ବାଣ ଜବତ। ଏକ ବାଣ ଗୋଦାମ ଉପରେ ଚଢଉ କରି ବାଣ ଜବତ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ। ନସଡିପୁର ଠାରେ ରାକେଶ ସିଜନ ହାଉସ ଉପରେ ଅଚାନକ ଚଢଉ କରିଥିଲା ପୋଲିସ। ସେଠାରେ ବିଭିନ୍ନ ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ କମ୍ପାନୀର ବାଣ…

ବାଣରେ ଏପରି କ’ଣ ଥାଏ ? କାହିଁକି ବିଷାକ୍ତ ହୋଇଯାଏ ବାୟୁ ?

ଆଲୋକର ପର୍ବ ଦୀପାବଳି, ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ଆନନ୍ଦ ଏବଂ ଉତ୍ସାହର ସହିତ ପାଳନ କରାଯାଏ । ତେବେ ଏହି ଉତ୍ସବରେ ବାଣ ଫୁଟାଇବାର ପାରମ୍ପରିକ ଅଭ୍ୟାସ ପରିବେଶ ଉପରେ ପଡୁଥିବା କୁପ୍ରଭାବକୁ ନେଇ ଚିନ୍ତା ବଢ଼ାଇଛି । ଚଳିତ ବର୍ଷ ଦୀପାବଳି ୧୨ ନଭେମ୍ବରରେ ଅଛି ଏବଂ ବାଣ…

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ ଅତ୍ତିବେଲେ ସ୍ଥିତ ବାଣ ଗୋଦାମରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି । ଦୋକାନ ମାଲିକ ସହିତ ଅନ୍ୟ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଅନ୍ୟ ହସପିଟାଲଙ୍କୁ…

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଉପରେ ରହିବ ପ୍ରତିବନ୍ଧକ

ଦିଲ୍ଲୀରେ ପ୍ରତିବର୍ଷ ଦୀପାବଳି ସମୟରେ ବାୟୁ ପ୍ରଦୂଷିତ ହୋଇଥାଏ, ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ରହିବ। କେଜ୍ରିଓ୍ଵାଲ ସରକାର ଘୋଷଣା କରିଛନ୍ତି ଯେ ଏ ବର୍ଷ…

ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ଜେଲ! ଲାଗିବ ଏତିକି ଟଙ୍କା ଜରିମାନା; ବାୟୁ ପ୍ରଦୂଷଣକୁ ନଜରରେ ରଖି ସରକାର ନେଲେ…

ପାଖେଇ ଆସୁଛି ଦୀପାବଳି। ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା, ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି। ଯଦି…