୩ଦିନ ପରେ ଡ୍ରେନରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ୩ଦିନ ପରେ ଡ୍ରେନରୁ ମିଳିଲା ମୃତଦେହ । ଆନନ୍ଦପୁର ପୌରାଞ୍ଚଳର ୭ନମ୍ବର ୱାର୍ଡରେ ଅଘଟଣ ଘଟିଛି।

ଆନନ୍ଦପୁର : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ୩ଦିନ ପରେ ଡ୍ରେନରୁ ମିଳିଲା ମୃତଦେହ । ଆନନ୍ଦପୁର ପୌରାଞ୍ଚଳର ୭ନମ୍ବର ୱାର୍ଡରେ ଅଘଟଣ ଘଟିଛି। ମୃତକ ହେଲେ ମୂର୍ତ୍ତି ରାଓ। ଗତ ଶୁକ୍ରବାର ଫୁଲ ତୋଳିବାକୁ ଯାଇ ଆଉ ଫେରିନଥିଲେ । ଆଜି ଡ୍ରେନ ଭିତରୁ ତାଙ୍କ ମୃତଦେହ ମିଳିଛି। ଡ୍ରେନ ମୁକୁଳା ପଡିଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.