ପୁରୀ ବଳିଆପଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା, ପତ୍ନୀର ତଣ୍ଟି କାଟିବା ପରେ ନିଜର ଗୁପ୍ତାଙ୍ଗ କାଟି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

ପୁରୀ : ପୁରୀ ବଳିଆପଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା । ପତ୍ନୀର ତଣ୍ଟି କାଟିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ବଳିଆପଣ୍ଡା ଅଞ୍ଚଳର ବୁଲୁ ବେହେରା ଓ ତାଙ୍କ ପତ୍ନୀ ଚନ୍ଦ୍ରମା ବେହେରାଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ପ୍ରଥମେ ପତ୍ନୀର ତଣ୍ଟି କାଟିବା ପରେ ନିଜର ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.