ବାତ୍ୟା ପରର ବିଭୀଷିକାରୁ ମୁକୁଳି ପାରିନାହାନ୍ତି ବିପନ୍ନ, ତୁରନ୍ତ ବିଦ୍ୟୁତ ସେବା ଯୋଗାଇବାକୁ ଦାବି କରିଛନ୍ତି ଭଦ୍ରକ ମାଧପୁର ପଞ୍ଚାୟତବାସୀ

ଭଦ୍ରକ(କେନ୍ୟୁଜ୍): ବାତ୍ୟା ଫନିକୁ ବିତିଲା ୧୪ ଦିନ । ହେଲେ ତା ପରର ବିଭୀଷିକାରୁ ମୁକୁଳି ପାରିନାହାନ୍ତି ବିପନ୍ନ। ଭଦ୍ରକ ଜିଲ୍ଲା ମାଧପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଏବେ ବି ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଫଳରେ ପଞ୍ଚୟତର ମଧୁପୁର, କଣ୍ଡିଆସାହି, ମାଧପୁର, ଭୂଇଁସାହି ଓ ଠାକୁର ସାହି ଗାଁ ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି ।

madhapurଗୋଟିଏ ପଟେ ଅସହ୍ୟ ଗରମ ଗୁଳିଗୁଳି ବଢୁଥିବା ବେଳେ ବିଦ୍ୟୁତ ସଂଯୋଗ ହୋଇ ନ ପାରିବାରୁ ଲୋକେ ହଇରାଣ ହେଉଛନ୍ତି । ତୁରନ୍ତ ବିଦ୍ୟୁତ ସେବା ଯୋଗାଇବାକୁ ଗାଁ ଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.