କରୋନା ଜାଲରେ କରୋନା ଯୋଦ୍ଧ, କଟକ ଗ୍ରାମାଞ୍ଚଳ ଥାନା ଆଇଆଇସି ପଜିଟିଭ୍ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ପୁଣି  ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ। କଟକ ଗ୍ରାମଞ୍ଚଳ ଥାନାର ଜଣେ  ଆଇଆଇସି କରୋନାରେ ଆକ୍ରାନ୍ତ ଥିବାର ସୂଚନା ଦେଇଛନ୍ତି କଟକ ଏସପି। ଆଇଆଇସି ପଜିଟିଭ ଜଣା  ପଡିବା  ପରେ ଥାନାର ଅନ୍ୟ ୬ ଜଣଙ୍କୁ କ୍ବାରେଣ୍ଟାଇନରେ ପଠାଯିବା ସହ ସେମାନଙ୍କର  କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ତେବେ ଆଇଆଇସିଙ୍କ କିପରି କରୋନା ଆକ୍ରାନ୍ତ ହେଲେ ତାହାର କିଛି ସୂଚନା ମିଳିପାରିନାହିଁ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବାର କହିଛନ୍ତି ଏସପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.