ପୁଣି ବିଜେବି କଲେଜ ଛାତ୍ରଙ୍କୁ ରାଗିଂ, ସୁପର ସିନିୟରଙ୍କ ନାଁରେ ଆଣିଲେ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ବିଜେବି କଲେଜ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ। ବିଜେବି କଲେଜ ଆମ୍ବେଦକର ଛାତ୍ରାବାସରେ ରହୁଥିବା ସୁପର ସିନିୟର ର‍୍ୟାଗିଂ କରିଥିବା ଅଭିଯୋଗ ହୋଇଛି ।

+୨ ଦ୍ୱିତୀୟ ବର୍ଷର ବାଣିଜ୍ୟ ବିଭାଗର ରୁଦ୍ରନାରାୟଣ ପାତ୍ରଙ୍କୁ ତାଙ୍କ ସୁପର ସିନିଅର ଛାତ୍ର ମାଡ଼ ମାରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି l ତାଙ୍କୁ ୩୦ଜଣ ଛାତ୍ର ମିଶି ମାଡ଼ ମାରିଥିବା ବେଳେ ତାଙ୍କର ୨ହଜାର ଟଙ୍କା ନେଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.