ପୁଣି ବଡ଼ ଧରଣର ଅଘଟଣରୁ ଅଳ୍ପରେ ବର୍ତ୍ତିଲା ଟ୍ରେନ, ବଗି ଛାଡି ଚାଲିଗଲା ଇଞ୍ଜିନ

ଲକ୍ଷ୍ମୀ ଡୁଙ୍ଗୁରି ରେଳ ଫାଟକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଚଳନ୍ତା ମାଲଗାଡି ବଗିକୁ ଛାଡି ଚାଲିଗଲା ଇଞ୍ଜିନ। ଏହା ଜଣାପଡିବା ପରେ ମାଲଗାଡ଼ିର ଲୋକୋ ପାଇଲଟ ଇଞ୍ଜିନକୁ ଅଟକାଇଥିଲେ। ଇଞ୍ଜିନ ପଛକୁ ଫେରି ପୁଣି ବଗିକୁ ଯୋଡି ଗନ୍ତବ୍ୟ ସ୍ଥଳକୁ ଚାଲି ଯାଇଥିଲା

ସମ୍ବଲପୁର(କେନ୍ୟୁଜ୍):  ବଗି ଛାଡ଼ି ଚାଲିଗଲା ଇଞ୍ଜିନ। ସମ୍ବଲପୁରେ ବଡ଼ ଧରଣର ଅଘଟଣରୁ ଅଳ୍ପରେ ବର୍ତ୍ତିଲା ଟ୍ରେନ। ସମ୍ବଲପୁର- ବରଗଡ଼ ଅପ ଲାଇନରେ ବଗି ଛାଡି ଚାଲିଗଲା ଟ୍ରେନ ଇଞ୍ଜିନ। ଲକ୍ଷ୍ମୀ ଡୁଙ୍ଗୁରି ରେଳ ଫାଟକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଚଳନ୍ତା ମାଲଗାଡି ବଗିକୁ ଛାଡି ଚାଲିଗଲା ଇଞ୍ଜିନ। ଏହା ଜଣାପଡିବା ପରେ ମାଲଗାଡ଼ିର ଲୋକୋ ପାଇଲଟ ଇଞ୍ଜିନକୁ ଅଟକାଇଥିଲେ। ଇଞ୍ଜିନ ପଛକୁ ଫେରି ପୁଣି ବଗିକୁ ଯୋଡି ଗନ୍ତବ୍ୟ ସ୍ଥଳକୁ ଚାଲି ଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.