Below header

ରୋଗୀ ମୃତ୍ୟୁକୁ ନେଇ ପିପିଲି ମେଡିକାଲରେ ଉତ୍ତେଜନା

ପିପିଲି : ରୋଗୀ ମୃତ୍ୟୁକୁ ନେଇ ପିପିଲି ମେଡିକାଲରେ ଉତ୍ତେଜନା । ଗତ ରାତିରେ ଡାକ୍ତର ନଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ଉତ୍ତ୍ୟକ୍ତ ଲୋକ ଗଣ୍ଡଗୋଳ କରିଛନ୍ତି । ଗତକାଲି ଗୋପ ଅଞ୍ଚଳର ନାରପୁର ଗାଁର ଗଜେନ୍ଦ୍ର ମୁଦୁଲି ଅସୁସ୍ଥ ହୋଇଥଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲିକୁ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ନଥିବାରୁ ତାଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ଘଟଣା ପରେ ମେଡିକାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.