୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ବଦଳରେ ଯାତ୍ରୀ, ଆନନ୍ଦପୁର ଜର୍ଦ୍ଦା ନିକଟରେ ଚେକିଂ ବେଳେ ପଡିଲା ଧରା

ଆନନ୍ଦପୁର : ଲକ୍‌ଡାଉନ ଯୋଗୁ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜର୍ଦ୍ଦା ନିକଟରେ ଚେକିଂ କଡାକଡି କରାଯାଇଛି । ଏକ ୧୦୮ ଆମ୍ବୁଲାନ୍ସ ଚେକିଂ ବେଳେ ଗାଡି ଭିତରେ ୯ଜଣ ଯାତ୍ରୀ ଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.