IOCL ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌: ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ

ପାରାଦୀପ(କେନ୍ଯୁଜ୍): ପାରାଦୀପରେ ଫାଟିଲା ତେଲ ପାଇପ୍‌ । IOCL ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌ । ହଳଦିଆ-ପାରାଦୀପ ଅଶୋଧିତ ତୈଳ ପାଇପଲାଇନ ଫାଟିଛି । ଫଳରେ ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ । ଘଟଣାସ୍ଥଳରେ IOCLର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ତେଲ୍‌ ବନ୍ଦ କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.