ସିମ୍ କେଳେଙ୍କାରୀ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ(କେନ୍ୟୁଜ୍): ସିମ୍ କେଳେଙ୍କାରୀ ମାମଲାରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମାନେ ହେଲେ ନୟାଗଡ ଦଶପଲ୍ଲାର ପ୍ରକାଶ ଚନ୍ଦ୍ର ସାହୁ, କେନ୍ଦ୍ରାପଡା ଡେରାବିଶର ଶାନ୍ତନୁ କୁମାର ସାହୁ ଓ ଯାଜପୁର ଧର୍ମଶାଳାର ଉମାକାନ୍ତ ମହାନ୍ତି । ଏଥିସହ ଗିରଫଦାରୀଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ଢେଙ୍କାନାଳରୁ ୧୯ ହଜାର ୬୪୧ଟି ସିମ ସହ ନଗଦ ୧୪ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.