ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୮୧୭ ଆକ୍ରାନ୍ତ, ମୋଟ ସୁସ୍ଥ ୨,୧୦,୨୧୭କୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ) : ଆଜି ରାଜ୍ୟରେ ଆଉ ୩୮୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସୁସ୍ଥ ୨ ଲକ୍ଷ ୧୦ ହଜାର ୨୧୭ରେ ପହଞ୍ଚିଛି ।
93 from Bolangir
91 from Jajapur
88 from Mayurbhanj
88 from Puri
86 from Kandhamal
86 from Keonjhar
83 from Sonepur
82 from Bhadrak
71 from Nayagarh
69 from Kalahandi
68 from Jharsuguda
66 from Nabarangpur
62 from Koraput
56 from Ganjam
50 from Rayagada
48 from Dhenkanal— H & FW Dept Odisha (@HFWOdisha) October 6, 2020
45 from Boudh
34 from Malkangiri
24 from Gajapati
14 from Deogarh
164 from State PoolThe total recovered cases of Odisha now stand at 210217
— H & FW Dept Odisha (@HFWOdisha) October 6, 2020
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସଂଖ୍ୟା ଜାରି ହୋଇଛି । ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ ଜିଲ୍ଲାରୁ ୧୫୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୬ ଜଣ, ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ, ଜଗତ୍ସିଂହପୁର ଜିଲ୍ଲାରୁ ୧୨୪ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୮ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
#COVID19 update in Cuttack city (CMC area)
Out of the 214 new COVID19 +ve cases reported today in #Cuttack district, 117 +ve cases belong to Cuttack city (CMC area).
Another 241 recoveries (5 October data) have been reported recently! KUDOS to all doctors & healthcare staff. pic.twitter.com/EJlfwpp2Ui
— CMC,Cuttack (@CMCCuttack) October 6, 2020
ଏହା ବ୍ୟତୀତ ଆଜି କଟକ ସହରରୁ ମୋଟ ୧୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୫୪ ଜଣ ଓ ସ୍ଥାନୀୟ ଅଂଚଳରୁ ୬୩ ଜଣ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।