Below header

ରାଜ୍ୟରେ ଆଜି ୬୬୯ ଜଣ  କରୋନା ଆକ୍ରାନ୍ତ ସୁସ୍ଥ, ର୍ସବାଧିକ ଖୋର୍ଦ୍ଧା ଜିଲ୍ଲାର ୫୮ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୬୬୯ ଜଣ  କରୋନା ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି।  ଆଜି ର୍ସବାଧିକ ଖୋର୍ଦ୍ଧା ଜିଲ୍ଲାର ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡର ୫୭, କେନ୍ଦୁଝରର ୪୮,ଝାରସୁଗୁଡାର ୪୭,ଅନୁଗୁଳର ୪୪,କଟକର ୪୦, ଜଗତସିଂହପୁରର ୩୮,କେନ୍ଦ୍ରାପଡାର ୩୧, ଯାଜପୁରର ୨୮,ବରଗଡର ୨୭, ନୂଆପଡାର ୨୪, ସମ୍ବଲପୁରର ୨୩,କଳାହାଣ୍ଡିର ୨୦, ବାଲେଶ୍ବରର ୧୮, ବଲାଙ୍ଗିରର ୧୬, ଗଞ୍ଜାମର ୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି  ନବରଙ୍ଗପୁରର ୧୨, ଭଦ୍ରକର ୭,ପୁରୀର ୭,ବୌଦ୍ଧର ୬, ନୟାଗଡର ୫,ସୋନପୁରର ୫, ଢେଙ୍କାନାଳର ୪,ମାଲକାନଗିରିର ୪,କନ୍ଧମାଳର ୩, କୋରାପୁଟର ୩,ଦେବଗଡର ୨, ରାୟଗଡାର ୧,ଷ୍ଟେଟପୁଲର ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ  କରି ସୂଚନା ଦେଇଛି। ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୧୨୭୩୪ ଜଣ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.