Below header

ଖୋର୍ଦ୍ଧା ଜିଲ୍ଲାର ୧୦୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଆଜି ରାଜ୍ୟରେ ଆଉ  ୮୦୨ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ଆଉ  ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହା ସହିତ ସୁନ୍ଦରଗଡର ୮୦,କଟକର ୭୦,ମୟୂରଭଞ୍ଜର ୫୬, ଜଗତସିଂହପୁରର ୫୧,ନୂଆପଡାର ୪୯,ଅନୁଗୁଳର ୪୩,କେନ୍ଦ୍ରାପଡାର ୩୨,ବଲାଙ୍ଗିରର ୨୯, ପୁରୀର ୨୭, କୋରାପୁଟର ୨୬ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରର ୨୫, କେନ୍ଦୁଝରର ୨୨, ବରଗଡର ୨୧, ଭଦ୍ରକର ୨୦,କଳାହାଣ୍ଡିର ୨୦, ସମ୍ବଲପୁରର  ୧୯,ବାଲେଶ୍ବରର ୧୫,ଝାରସୁଗୁଡାର ୧୧, ମାଲକାନଗିରିର ୧୧, ଗଞ୍ଜାମର ୧୦, ନବରଙ୍ଗପୁରର ୧୦, ଢେଙ୍କାନାଳର ୮, ନୟାଗଡର ୭,କନ୍ଧମାଳର ୬,ରାୟଗଡାର ୩, ଦେବଗଡର ୨,ଗଜପତିରର ୨, ଷ୍ଟେଟପୁଲରୁ ୨୩ କରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.