Below header

ଆଜି ରାଜ୍ୟରେ ଆଉ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ୮୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳର ୬୫, କଟକର ୬୩, ମୟୂରଭଞ୍ଜର ୫୬, ସୁନ୍ଦରଗଡର ୫୪, ଝାରସୁଗୁଡାର ୫୧, କେନ୍ଦୁଝର ୫୧, ବାଲେଶ୍ବର ୪୯, ଯାଜପୁରର ୪୨,ବଲାଙ୍ଗିରର ୪୦, କେନ୍ଦ୍ରାପଡାର ୩୯, ଜଗତସିଂହପୁରର ୩୬, କଳାହାଣ୍ଡିର ୩୬, ନୂଆପଡାର ୩୨, ପୁରୀର ୩୧, ବରଗଡର ୨୬,  ସମ୍ବଲପୁରର ୨୪ ଜଣ ସୁସ୍ଥ ହୋଇଛନ୍ତି।


ଭଦ୍ରକର ୧୭, କନ୍ଧମାଳର ୧୨, କୋରାପୁଟର ୧୨, ନବରଙ୍ଗପୁରର ୧୨, ଢେଙ୍କାନାଳର ୧୦,ଗଞ୍ଜାମର ୧୦, ମାଲକାନଗିରିର ୧୦, ସୋନୁପରର ୭, ବୌଦ୍ଧର ୬, ଗଜପତିର ୪, ନୟାଗଡର ୩, ଦେବଗଡର ୨, ରାୟଗଡାର ୨, ଷ୍ଟେଟପୁଲର ୨୩ ଜଣ  ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.