Below header

ଗଞ୍ଜାମ: ପାଳଗଦା ନିଆଁରେ ଗୁରୁତର ହୋଇଥିବା ଆଉ ଜଣେ ଶିଶୁ ଆଖି ବୁଜିଲା, ମୃତ୍ୟୁ ସଂଖ୍ୟା ହେଲା ଚାରି

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଇରଛଟର ଗାଁରେ ପାଳଗଦା ନିଆଁରୁ ଜଳିଗଲେ ଚାରି ଜଣ ଶିଶୁ । ପ୍ରଥମେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ବେଳେ ସେ ଆଖି ବୁଜିଛନ୍ତି । ସେମାନଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ି ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.