Below header

ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି, ଆସନ୍ତାକାଲି ସକାଳ ସାଢ଼େ ୧୧ଟାରେ ଅହମ୍ମଦାବାଦରେ ପହଞ୍ଚିବେ

କେନ୍ୟୁଜ୍(ବ୍ୟୁରୋ): ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଆମେରିକା ରାଷ୍ଟ୍ରପତି । ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ଆମେରିକାର ଆଣ୍ଡ୍ରିଉଜ୍‌ ଏୟାର ଫୋର୍ସ ବେସରୁ ସେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ସକାଳ ସାଢ଼େ ୧୧ଟାରେ ଅହମ୍ମଦାବାଦରେ ପହଞ୍ଚିବେ । ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବେ ଡୋନାଲ୍ଡ ଟ୍ରମ୍ପ । ଗସ୍ତ ପୂର୍ବରୁ ସେ କହିଛନ୍ତି, ଭାରତୀୟଙ୍କୁ ଭେଟିବା ପାଇଁ ଯାଉଥିବାରୁ ଉତ୍ସାହିତ ଅଛି । ଟ୍ରମ୍ପ କହିଛନ୍ତି ମୋଦି ତାଙ୍କ ସାଙ୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.