Below header

ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଲେ ଅନୁଭବ ମହାନ୍ତି

ନୂଆଦିଲ୍ଲୀ (କେନ୍ୟୁଜ୍) : ସାଂସଦ ଭାବେ ଶପଥ ନେଲେ ଅନୁଭବ ମହାନ୍ତି । ଲୋକସଭାରେ ଓଡ଼ିଆରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଅନୁଭବ । ସପ୍ତଦଶ ଲୋକସଭାର ପ୍ରଥମ ଦିନରେ ଓଡ଼ିଶାର ୧୬ ଜଣ ସାଂସଦ ଶପଥ ଗ୍ରହଣ କରିଥିଲେ । ଦ୍ୱିତୀୟ ଦିନରେ ଶପଥ ନେଇଥିଲେ ୪ଜଣ । ଆଜି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଶପଥ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.