Below header

ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ, ମାଲିକଙ୍କ ଦାୟିତ୍ୱ- ସଂଘର ନିୟମକୁ ମାନି ଚଳିବା

କୌଣସି ବିପଜ୍ଜନକ ଦ୍ରବ୍ୟ ବା ବିସ୍ଫୋରକ ରଖିବେ ନାହିଁ। ବିଲରେ ପ୍ରମୋଟର ମାନଙ୍କ ପାଇଁ ଦାୟିତ୍ୱ ଉଲ୍ଲେଖ । ସମସ୍ତ ମୂଳ ଦସ୍ତାବିଜ୍‌ ମାଲିକଙ୍କ ସଂଘକୁ ହସ୍ତାନ୍ତର କରିବେ। ଆବଣ୍ଟନଗ୍ରାହୀମାନଙ୍କ ସଂଘ ଗଠନ ହେବ।

କଟକ(କେନ୍ୟୁଜ୍): ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ । ବିଲ୍‌ରେ ପ୍ରମୋଟର ଓ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଦାୟିତ୍ୱ । ଆପାର୍ଟମେଣ୍ଟ ମାଲିକଙ୍କ ଦାୟିତ୍ୱ- ସଂଘର ନିୟମକୁ ମାନି ଚଳିବା । ଆପାର୍ଟମେଣ୍ଟରେ କୌଣସି ପରିବର୍ତ୍ତନ କି ଅଦଳବଦଳ କରିବେନାହିଁ ।

କୌଣସି ବିପଜ୍ଜନକ ଦ୍ରବ୍ୟ ବା ବିସ୍ଫୋରକ ରଖିବେ ନାହିଁ। ବିଲରେ ପ୍ରମୋଟର ମାନଙ୍କ ପାଇଁ ଦାୟିତ୍ୱ ଉଲ୍ଲେଖ । ସମସ୍ତ ମୂଳ ଦସ୍ତାବିଜ୍‌ ମାଲିକଙ୍କ ସଂଘକୁ ହସ୍ତାନ୍ତର କରିବେ। ଆବଣ୍ଟନଗ୍ରାହୀମାନଙ୍କ ସଂଘ ଗଠନ ହେବ। ମାଲିକମାନଙ୍କ ସଂଘ ସାଧାରଣ କ୍ଷେତ୍ର ଓ ସୁବିଧାର ପରିଚାଳନା କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.