Below header

ଭୁବନେଶ୍ୱର ସହିଦନଗର ଥାନା ଭିତରେ ଦୁର୍ବୃତ୍ତଙ୍କ ଆକ୍ରମଣ , ଥାନା ଅଧିକାରୀଙ୍କ ସମେତ ୪ ପୋଲିସ ଆହତ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ସହିଦ ନଗର ଥାନା ଅଧିକାରୀଙ୍କ ସମେତ ୪ ଜଣ ପୋଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବା ସମୟରେ ମାଡ଼ ମାରିଥିଲେ ଦୁର୍ବୃତ୍ତ । ଏଥିରେ ଆଇଆଇସି ଓ ଏସ୍‌ଆଇଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.