Below header

ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ନେଇ ବିବାଦୀୟ ଧର୍ମଗୁରୁ ଓମବାବାଙ୍କ ଘୋଷଣା

ଭୁବନେଶ୍ବର: କୋଣାର୍କରେ ନିର୍ମାଣ ହେବ ଦ୍ୱିତୀୟ କୋଣାର୍କ ମନ୍ଦିର। ନୂଆ ମନ୍ଦିର ନିର୍ମାଣ ନେଇ ଘୋଷଣା କରିଛନ୍ତି ବିବାଦୀୟ ଧର୍ମଗୁରୁ ଓମବାବା। ଏପରିକି କୋଣାର୍କ ନିକଟରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନୂଆ ମନ୍ଦିର ନିର୍ମାଣ ନେଇ ଇଚ୍ଛା ଜଣାଇଥିଲେ। ଏହାସହ ନୂଆ ଭବ୍ୟ ମନ୍ଦିର ପାଇଁ ତାଙ୍କୁ ଅନୁମତି ମିଳିଥିବାଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.