ବରଗଡ଼-କୁମ୍ଭାରୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼(କେନ୍ଯୁଜ୍): ବରଗଡ଼-କୁମ୍ଭାରୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିବା ଜଣାପଡିଛି ।

ବରପାଲି ବ୍ଲକ କୁମ୍ଭାରୀ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଗୌର ଚନ୍ଦ୍ର ବୁଧିଆଙ୍କ ବାସଭବନ ସମେତ ଅଫିସରେ ଏକ କାଳୀନ ଭିଜିଲାନ୍ସ ବିଭାଗର ପକ୍ଷରୁ ଚଢ଼ାଉ ଜାରି ରହିଥିବା ପ୍ରାଥମିକ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.