ଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ, ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଇଚ୍ଛା ରଖିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ। ଜମ୍ମୁ କଶ୍ମୀର କ୍ୟାଡରର ଓଡ଼ିଆ ଆଇପିଏସ ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହା ସହ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ବୋଲି ଜମ୍ମୁ କଶ୍ମୀର ମୁଖ୍ୟ ସଚିବଙ୍କୁ ଇସ୍ତଫା ପତ୍ରରେ ଜଣାଇଛନ୍ତି। ଜମ୍ମୁ କଶ୍ମୀରର ଟ୍ରାଫିକ ଆଇଜିପି ଥିବା ବେଳେ ବେଶ ଚର୍ଚ୍ଚାରେ ଥିଲେ ବସନ୍ତ ରଥ। ୨୦୦୦ ମସିହା ବ୍ୟାଚର ଆଇପିଏସ ଅଧିକାରୀ ବସନ୍ତ ରଥ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.