ସାବଧାନ! ମାତିଛନ୍ତି ସୁନ୍ଦରୀ ସାଇବର ଲୁଟେରା, ଫେସ୍‌ବୁକ୍‌ରେ ସାଙ୍ଗ ହୋଇ ନଗ୍ନ ଫଟୋ ମାଗି କରୁଛନ୍ତି ବ୍ଲକମେଲିଂ ଓ ଲୁଟ୍

କେନ୍ୟୁଜ୍(ବ୍ୟୁରୋ):  ସୁନ୍ଦରୀ ଫଟୋରୁ ସବୁ ଗଲା । ପ୍ରଥମେ ଫେସ୍‌ବୁକ୍‌ରେ ସାଙ୍ଗ । ପରେ ମାଗୁଛନ୍ତି ନଗ୍ନ ଫଟୋ ଆଉ ଭିଡିଓ । ଫଟୋ ଓ ଭିଡିଓ ପାଇବା ପରେ ଆରମ୍ଭ କରିଦେଉଛନ୍ତି ବ୍ଲାକମେଲିଂ । ଝିଅଙ୍କ ନାଁରେ ଆକାଉଣ୍ଟ ଖୋଲି ବ୍ଲାକମେଲିଂ କରୁଛନ୍ତି । ସାଇବର ଠକେଇର ଏପରି ନୂଆ ତରିକା ଆପଣେଇଛନ୍ତି ସାଇବର ଲୁଟେରା ।

ଏପରି ଅଭିଯୋଗ ପାଇଛି ସାଇବର ହେଲ୍‌ପ ଡେସ୍କ । ଗତକାଲି ସାଧାରଣତନ୍ତ୍ର ଦିବସରେ ୩୮ଟି ସାଇବର ଠକେଇ ହୋଇଛି । ଗତ ୩ ଦିନରେ ୧୨୩ ଜଣଙ୍କୁ କଲ୍‌ କରି ୧୦ ଲକ୍ଷ ୩୮ ହଜାର ୫୦୧ ଟଙ୍କା ଲୁଟି ଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.