ଗେମିଙ୍ଗ ଆପ୍ ମାଧ୍ୟମରେ ଠକେଇ କରୁଥିଲେ ସାଇବର ଠକ, ୪ ଅଭିଯୁକ୍ତ ଗିରଫ
ଚାରିଆଡ଼େ ମାତିଛନ୍ତି ସାଇବର ଠକ । ସାଧାରଣ ଲୋକଙ୍କୁ ଠକିବା ପାଇଁ ଆପାର୍ଟମେଣ୍ଟରେ ଭଡ଼ା ଘର ନେଉଛନ୍ତି ଠକ । ଅନଲାଇନରେ ଠକେଇ କରିବା ଏବେ ସାଇବର ଠକଙ୍କ ବାଁ ହାତର ଖେଳ ହୋଇଗଲାଣି । ନହେଲେ ଏମିତି ବେଧଡ଼କ ଭାବେ କେମିତି ବା ଲୁଟ୍ କରନ୍ତେ । ଆଜି ଭୁବନେଶ୍ବରୁ ଧରା ପଡ଼ିଛନ୍ତି ଏହି ସାଇବର ଠକ ।…