ଅଗ୍ନିଶମ ଡିଜିଙ୍କ ନାଁରେ ଫେକ୍‌ ହ୍ଵାଟସ୍‌ଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛନ୍ତି ସାଇବର ଲୁଟେରା

ଭୁବନେଶ୍ବର(କେନ୍ୟୁଜ୍): ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ହ୍ଵାଟସଆପ୍‌ ଆକାଉଣ୍ଟ ଖୋଲି ଠକ ମାଗୁଛି ଟଙ୍କା । କିଛି ସରକାରୀ କର୍ମଚାରୀଙ୍କୁ ଠକ କରୁଛନ୍ତି ମେସେଜ । ଫେକ୍‌ ଆକାଉଣ୍ଟ ନେଇ ସାଇବର ଥାନାରେ ଜଣାଇଲେ ଅଗ୍ନିଶମ ଡିଜି । ଏଭଳି ନମ୍ବରକୁ କଲ କିମ୍ବା ମେସେଜ ଆସିଲେ ଟଙ୍କା ନଦେବାକୁ କହିଛନ୍ତି ଅଗ୍ନିଶମ ଡିଜି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.