ଢେଙ୍କାନାଳ: ଅଜଣା ଗାଡି ଧକ୍କାରେ ଭାଲୁ ଛୁଆ ମୃତ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚ ଅଧିନରେ ଥିବା ଭାରତୀ ପାହାଡରେ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୩ କଡରେ ଭାଲୁ ଛୁଆର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ଯ ଗତକାଲି ବିଳମ୍ବିତ ରାତିରେ ଭୁବନ ଥାନା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଭାଲୁ ଛୁଆର ମୃତ ଦେହ ପଡିଥିବାର ଖବର ପାଇଥିଲେ। ସୂଚନା ପାଇଁ ଭୁବନ ବନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁ ଛୁଆକୁ ଉଦ୍ଧାର କରିବା ସହିତ ଶବ ବ୍ଯବଛେଦ କରିବା ପରେ ପୋତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.