Below header

ନୂଆପଡ଼ା ଖରିଆର ରୋଡରେ ଭାଲୁ ଆତଙ୍କ, କ୍ୟାମେରାରେ କଏଦ ଭାଲୁ ବୁଲୁ ଥିବାର ଚିତ୍ର

ନୂଆପଡ଼ା(କେନ୍ୟୁଜ୍):   ନୂଆପଡ଼ା ଖରିଆର ରୋଡରେ ଭାଲୁ ଆତଙ୍କ । କ୍ୟାମେରାରେ କଏଦ ହୋଇଛି ୩୫୩ ନମ୍ବର ଜାତୀୟ ରାଜପଥରେ ଭାଲୁ ବୁଲୁ ଥିବାର ଚିତ୍ର । ଏକା ଥରକେ ୩ଟି ଭାଲୁ ସହର ଭିତରେ ପଶି ଆସି ଥିବାରୁ ଲୋକଙ୍କ ମନରେ ଆତଙ୍କ ଦେଖା ଦେଇଛି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଘଉଡାଉବା ପାଇଁ ଉଦ୍ୟମ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.