ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଆଉ ୬ ମାସ ପାଇଁ ମିଳିବ ହିତାଧିକାରୀଙ୍କୁ ମାଗଣା ଚାଉଳ

ଭୁବନେଶ୍ବର(କେନ୍ୟୁଜ୍) : ଆଉ ୬ ମାସ ପାଇଁ ମିଳିବ ହିତାଧିକାରୀଙ୍କୁ ମାଗଣା ଚାଉଳ। ୬ ମାସ ପାଇଁ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ପାଇବେ ମାଗଣା ଚାଉଳ । ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୯୧.୭୦ କୋଟି ଟଙ୍କା । ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ମାସିକ ୫ କେଜି ମାଗଣା ଚାଉଳ । ୨୪ ହଜାର ୨୭୦ ଟନ୍‌ ଚାଉଳ ଦିଆଯିବ।

 

 

Leave A Reply

Your email address will not be published.