Below header

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ ଜେଲ୍, ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ ଜେଲ୍ । ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ । ଗର୍ଭବତୀ ଥିବା ଦ୍ବିତୀୟ ସ୍ତ୍ରୀ ସୁଭଦ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ପ୍ରଫୁଲ୍ଲ ପ୍ରଧାନ।

ବ୍ରହ୍ମପୁର : ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ ଜେଲ୍ । ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ । ଗର୍ଭବତୀ ଥିବା ଦ୍ବିତୀୟ ସ୍ତ୍ରୀ ସୁଭଦ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ପ୍ରଫୁଲ୍ଲ ପ୍ରଧାନ। ସେ ଜଣେ ସ୍କୁଲ ଶିକ୍ଷକ ଥିଲେ। ୨୦୧୮ ଅଗଷ୍ଟ ୫ ତାରିଖରେ ଘଟଣା ଘଟିଥିଲା। ୩୩ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.