ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ଅଣ୍ଟାଭିଡିଲା ବ୍ରହ୍ମପୁର ମହାନଗର ନିଗମ, ମୁଖ୍ୟ ଛକମାନଙ୍କରେ ଲଗାଗଲା ସିସିଟିଭି କ୍ୟାମେରା

ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା। ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ। ସହରର ମୁଖ୍ୟ ଛକମାନଙ୍କରେ ଲଗାଯାଇଛି ସିସି କ୍ୟାମେରା ଓ ଟ୍ରାଫିକ ଲାଇଟ ସିଷ୍ଟମ। ଏହାର କଣ୍ଟ୍ରୋଲ ରୁମ ବିଏମସି କାର୍ଯ୍ୟାଳୟରେ ରହିଛି। ଏଥିରୁ ଅପରାଧୀକ କାର୍ଯ୍ୟକଳାପ ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.