Browsing Tag

municipal corporation

ସମ୍ବଲପୁର ଓ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ସମ୍ବଲପୁର ଓ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ।  ୱାର୍ଡ ଭାଗ ଓ ଆସନ ସଂରକ୍ଷଣ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି  ଜାରି । ସମ୍ବଲପୁର ମହାନଗର ନିଗମ କମିଶନର ଓ ପୁରୀ ମହାନଗର ନିଗମର ପ୍ରଶାସକଙ୍କୁ ଚିଠି ହୋଇଛି ।  21…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା,ପୁରୀ ହେବ ମହାନଗର ନିଗମ

ପୁରୀ : ବଢିବ ପୁରୀର କଳେବର ।  ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଘୋଷଣା ।  କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ, ପୁରୀ ପୌରପାଳିକାକୁ ମହାନଗର ନିଗମରେ…

ପରିଷ୍କାର ପରିଚ୍ଛନ୍ନ କରିବା ନାଁରେ ବରଗଡ ପୌର ପରିଷଦ କର୍ମଚାରୀଙ୍କ ମହାଠକେଇ

ବରଗଡ଼: ପରିଷ୍କାର ପରିଚ୍ଛନ୍ନ କରିବା ନାଁ ରେ ବରଗଡ ପୌର ପରିଷଦ କର୍ମଚାରୀଙ୍କ ମହାଠକେଇ ।  ମାସିକ ଆଦାୟରେ ମହାଦୁର୍ନୀତି ଅଭିଯୋଗ । ପୌର ପରିଷଦ କର୍ମଚାରୀଙ୍କ କଳା କାରନାମାର ତାଲିକା ଧୀରେ ଧୀରେ ଖୋଲୁଛି। କେନ୍ୟୁଜ୍‌ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଇଏ ହେଉଛି ବରଗଡ଼ ସହରରେ…

ପୌରାଞ୍ଚଳରେ ବି ନବୀନଙ୍କ ଯାଦୁ: ପୁଣି ବାଜିଲା ଶଙ୍ଖଧ୍ୱନୀ , ମହାନଗର ନିଗମରେ ୧୦୦ ରୁ ୧୦୦

(କେନ୍ୟୁଜ୍‌) :  ପୌର ନିର୍ବାଚନରେ ବିଜେଡି ଭିକ୍ଟ୍ରି। ଗ୍ରାମାଞ୍ଚଳ ପରେ ପୌରାଞ୍ଚଳରେ ବି ଦେଖିବାକୁ ମିଳିଛି ବିଜେଡିର ବିଜୟ ଯାତ୍ରା। ନବୀନଙ୍କ ମ୍ୟାଜିକ୍‌ ଆଗରୁ ପୁଣି ବିଫଳ ହେଲେ ବିରୋଧୀ। ବିଜେଡିର ସଫଳତା ହାର ରହିଛି ପ୍ରାୟ ୭୦ ପ୍ରତିଶତ। ମେୟର ରେସ୍‌ରେ ହଣ୍ଡ୍ରେଡ୍‌ ପ୍ରସେଣ୍ଟ ରେଜଲ୍ଟ…

ବ୍ରହ୍ମପୁରରେ ମେୟର ପଦ ହାତେଇଲେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ

(କେନ୍ୟୁଜ): ବ୍ରହ୍ମପୁରର ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ସଫଳତାର ଶ୍ରେୟ…

କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା ପ୍ରକାଶ: ମୋଟ ୫୯ଟି ୱାର୍ଡରେ ଅଛନ୍ତି ୪ଲକ୍ଷ ୫୦ ହଜାର ୭୫୯ ଭୋଟର

କଟକ (କେନ୍ଯୁଜ୍): କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା ପ୍ରକାଶ। ମୋଟ ୫୯ଟି ୱାର୍ଡରେ ଅଛନ୍ତି ସମୁଦାୟ ୪ଲକ୍ଷ ୫୦ ହଜାର ୭୫୯ ଭୋଟର। ପୁରୁଷ ଭୋଟର ସଂଖ୍ୟା ୨ଲକ୍ଷ ୩୧ହଜାର ୩୦ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୨ଲକ୍ଷ ୧୯ହଜାର ୫୯୮। ୧୩୧ ଜଣ ଥାର୍ଡ ଜେଣ୍ଡର ରହିଛନ୍ତି। ୨୫ ନମ୍ବର…

ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ଅଣ୍ଟାଭିଡିଲା ବ୍ରହ୍ମପୁର ମହାନଗର ନିଗମ, ମୁଖ୍ୟ ଛକମାନଙ୍କରେ ଲଗାଗଲା ସିସିଟିଭି…

ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା। ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ। ସହରର ମୁଖ୍ୟ ଛକମାନଙ୍କରେ ଲଗାଯାଇଛି ସିସି କ୍ୟାମେରା ଓ ଟ୍ରାଫିକ ଲାଇଟ ସିଷ୍ଟମ। ଏହାର କଣ୍ଟ୍ରୋଲ ରୁମ ବିଏମସି କାର୍ଯ୍ୟାଳୟରେ ରହିଛି। ଏଥିରୁ ଅପରାଧୀକ…

ବ୍ରହ୍ମପୁର ମହାନଗର ନିଗମ ସହ ୬୫ ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ : ପ୍ରଶାସକ ଭାବେ ଜିଲ୍ଲାପାଳ,…

ବ୍ରହ୍ମପୁର (କେନ୍ୟୁଜ୍) : ମହାନଗର ନିଗମ ସମେତ ରାଜ୍ୟର ୬୬ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ସରିଥିବା ବେଳେ ଏସବୁର ପରିଚାଳନା ପାଇଁ ପ୍ରଶାସକ ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ, ଉପ ଜିଲ୍ଲାପାଳଙ୍କୁ ପୌର ସଂସ୍ଥା ପ୍ରଶାସକ ଭାବେ ଅତିରିକ୍ତ…