ଆଜିଠୁ ସମସ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆଜିଠୁ ସମସ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୋଭିଡି ନିୟମ ପାଳନ ହେବା ସହ ଦୈନିକ ୫୦୦ ପର୍ଯ୍ୟଟକ ଭିତକକନିକା ଭ୍ରମଣ କରିପାରିବେ । ବୁଲିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ପୂର୍ବରୁ କେବଳ ରାତ୍ରି ଯାପନ କରିବା ପାଇଁ ଥିବା ପର୍ଯ୍ୟଟକ ଙ୍କୁ ଅନୁମତି ମିଳିଥିଲା । ଚାରୋଟି ପ୍ରବେଶ ପଥ ଗୁପ୍ତି, ଖୋଳା,ଡାଙ୍ଗମାଳ,ଚାନ୍ଦବାଲି ଦେଇ ପର୍ଯ୍ୟଟକ ଭିତରକନିକା ବୁଲିବାକୁ ଯାଇପାରିବେ । କରୋନା କଟକଣା ପାଇଁ ଦୀର୍ଘ ମାସ ଧରି ବନ୍ଦ ରହିଥିଲା ଅଭୟାରଣ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.