ଭୁବନେଶ୍ୱରକୁ ଆଉ ଏକ ସମ୍ମାନ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ବର ପିନ୍ଧିଛି ଆଉ ଏକ ମୁକୁଟ । ଜୟପୁରରେ ଅନୁଷ୍ଠିତ ସ୍ମାର୍ଟସିଟି ଏକ୍‌ସପୋ ଇଣ୍ଡିଆ-୨୦୧୮ରେ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର ଜିତିଛି ଭୁବନେଶ୍ୱର । ସୋସିଆଲି ସ୍ମାର୍ଟ ପ୍ରୋଗ୍ରାମକୁ ନେଇ ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ୟୁନାଇଟେଡ୍‌ ନେସନସ ପପୁଲେସନ ଫଣ୍ଡ ମିଳିତ ଭାବେ ସୋସିଆଲି ସ୍ମାର୍ଟ ପ୍ରୋଗାମକୁ କାର୍ଯ୍ଯକାରୀ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.