ସାବଧାନ! ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା, ଲୁଟର ତରିକା ଶୁଣିଲେ ତାଜୁବ ହୋଇଯିବେ
କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଦିନ ଦ୍ୱିପହରରେ ରାହାଜାନୀ। ନୂଆ ତରିକାରେ ଲୁଟ। କାର ଚାଳକକୁ ମୋବିଲ ଲିକ୍ ହେଉଛି କହି ଗାଡ଼ିରୁ ଝାମ୍ପିନେଲେ ଭାନିଟି ବ୍ୟାଗ। ଲକ୍ଷ୍ମୀସାଗର ଥାନା କଳ୍ପନା ଛକରୁ ଏମିତି ଢଙ୍ଗରେ ୩ହଜାର ଟଙ୍କା ସହ ସୁନା ଗହଣା, ଦାମୀ ମୋବାଇଲ ଓ କାଗଜପତ୍ର ଲୁଟିଛନ୍ତି…