ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ବରକୁ ମିଳିବାକୁ ଯାଉଛି ୫୦ ଇଲେକ୍ଟ୍ରି ବସ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରବାସୀନ୍ଦାଙ୍କ ପାଇଁ  ଆସିଛି ଖୁସି ଖବର। ଏବେ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ସ୍ମାର୍ଟ ସିଟିକୁ ମିଳିବାକୁ ଯାଉଛି ୫୦ଟି ଇଲେକ୍ଟ୍ରି ବସ୍ । କେନ୍ଦ୍ର ଭାରି ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ ପାଇଁ ନିଷ୍ପତ୍ତି  କରାଯାଇଛି।

କେନ୍ଦ୍ର ସରକାର ମୁଖ୍ୟତଃ ୬୪ଟି ସହାରକୁ ପାଖାପାଖି ୫୫୯୫ଟି ଯୋଗାଇ ଦେବାକୁ  ନିଷ୍ପତ୍ତି ନିଆଯାଇଛି। ଏହି ୬୪ଟି ସହରର ତାଲିକା ମଧ୍ୟରେ ଓଡିଶାର ଭୁବନେଶ୍ବର ରହିଛି। ମହାରାଷ୍ଟ୍ରକୁ ୭୨୫, ଗୁଜରାଟକୁ ୫୫୦ଓ ଆନ୍ଧ୍ରକୁ ୩୦୦ଟି ବସ୍ ମିଳିବ।  ଏହି ବସ୍ ସେବା ଫେମ୍ ଇଣ୍ଡିଆ ଯୋଜନାରେ ସହର ଗୁଡିକ ଯୋଗାଇଦେବାକୁ