ଭୁବନେଶ୍ୱରରେ ଆଜି ୩୭୫ ନୂଆ ସଂକ୍ରମଣ ଓ ସୁସ୍ଥ ୩୮୪

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ୩୭୫ ନୂଆ କରୋନା ସଂକ୍ରମଣ ମାମଲା ରେଜିଷ୍ଟର ହୋଇଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୮୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୩୭୫ ନୂଆ ସଂକ୍ରମଣ ମଧ୍ୟରୁ ୭୫ ଜଣ କ୍ୱାରାଣ୍ଟାଇନରୁ ହୋଇଥିବା ବେଳେ ୩୦୦ ଜଣ ଲୋକାଲ କଣ୍ଟାକ୍ଟରୁ ଆସିଥିବା ଜଣାପଡ଼ିଛି ।

ରାଜଧାନୀରେ ବର୍ତ୍ତମାନ ୮୭,୬୪୯ ଜଣ ପଜିଟିଭ ମାମଲା ରହିଛି ଓ ମୋଟ୍‌ ସୁସ୍ଥ ସଂଖ୍ୟା ପହଞ୍ଚିଛି ୮୫,୭୩୭ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.