ଆଇଏଏସ୍‌ ପାଇଲେ କନ୍ଧମାଳ କଲିଙ୍ଗି ଗ୍ରାମର ବିଭୂତି ଭୂଷଣ ନାୟକ, ଅଛନ୍ତି ୭୫୯ ର‍୍ୟାଙ୍କ୍‌ରେ

ଦାରିଙ୍ଗିବାଡି (କେ ନ୍ୟୁଜ୍) : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଳକ କଲିଙ୍ଗି ଗ୍ରାମର ବିଭୂତି ଭୂଷଣ ନାୟକ ଆଇଏଏସରେ ସଫଳତା ପାଇଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ୭୫୯ସ୍ଥାନରେ ରହିଛନ୍ତି । ବିଭୂତିଙ୍କ ବାପା ଏଲିଆସ ନାୟକ ଉକ୍ତ ବ୍ଳକ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ । ମା’ ପ୍ରେମଲତା ଜଣେ ଅଙ୍ଗନବାଡି କର୍ମୀ ଭାବେ କାମ କରୁଛନ୍ତି । ବିଭୂତିଙ୍କ ସଫଳତା ପାଇଁ କଲିଙ୍ଗି ଗାଁ ସମେତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.