ବାଙ୍କୀ ଡମପଡା ଚନ୍ଦକା ଡିଭିଜନ ପକ୍ଷରୁ ମହାନଦୀ ତଥା ବିଭିନ୍ନ ଜଳାଶ୍ରୟରେ ପକ୍ଷୀଗଣନା ଶେଷ

ବାଙ୍କୀ(କେନ୍ୟୁଜ୍) : ବାଙ୍କୀ ଡମପଡା ଚନ୍ଦକା ଡିଭିଜନ ପକ୍ଷରୁ ମହାନଦୀ ତଥା ବିଭିନ୍ନ ଜଳାଶ୍ରୟରେ ପକ୍ଷୀଗଣନା ଶେଷ ହୋଇଛି । ଏଗାରଟି ଟିମର ୫୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ । ଗତ ବର୍ଷ ଏଗାର ହଜାର ପକ୍ଷୀ ଗଣନା କରାଯାଇଥିବା ବେଳେ ଏ ବର୍ଷ ୧୩ ହଜାରରୁ ଅଧିକ ଦେଶୀ ଓ ବିଦେଶୀ ପକ୍ଷୀ ଆସୁଥିବା ସୂଚନା ମିଳିଛି । ପକ୍ଷୀଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.